ସାନଭାଇ ଟାଙ୍ଗିଆ ଚୋଟରେ ବଡ଼ଭାଇ ମୃତ

ପାରଳାଖେମୁଣ୍ଡି : ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଚିନ୍ତାପଲି ଗ୍ରାମରେ ଶୁକ୍ରବାର ସାନଭାଇ ଟାଙ୍ଗିଆ ଚୋଟରେ ବଡ଼ଭାଇର ମୃତ୍ୟୁ ହୋଇଥିବା ଜଣାପଡିଛି। ଜମି ବାଡ଼ି ବିବାଦକୁ କେନ୍ଦ୍ରକରି ଏହି ଗଣ୍ଡଗୋଳ ହୋଇଛି। ଅଭିଯୁକ୍ତ ସାନଭାଇକୁ ପୁଲିସ ଗିରଫ କରିଥିବାବେଳେ ବାପାଙ୍କୁ ପଚରାଉଚରା କରୁଥିବା ସୂଚନା ମିଳିଛି।

Comments are closed.