ପ୍ରଭୁଦତ୍ତ ବାବାଙ୍କ ହତ୍ୟା ମାମଲା; ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ଜଗତସିଂହପୁର: ପାଣ୍ଡରା ଆଶ୍ରମର ବାବା ପ୍ରଭୁଦତ୍ତଙ୍କ ହତ୍ୟା ମାମଲାର ଶୁକ୍ରବାର ଶୁଣାଣି ହୋଇଛି। ଅଭିଯୁକ୍ତ ଛପଡା ଗାଁର ସୁବାସ ବିଶ୍ବାଳକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ଜଗତସିଂହପୁର ଜିଲା ଓ ଜୌରା ଜଜ୍ ଏହି ରାୟ ଶୁଣାଇଛନ୍ତି । ସୂଚନାଯୋଗ୍ୟ, ୨୦୧୪ ମସିହାରେ ବାବାଙ୍କୁ ଅତି ନିର୍ମମ ଭାବେ ସୁବାସ ହତ୍ୟା କରିଥିଲା।

Comments are closed.