ରାସ୍ତାରୁ ଯୁବକଙ୍କ କଟାମୁଣ୍ଡ ଜବତ

0

ଡେଲାଙ୍ଗ : ରାସ୍ତାରୁ ଜଣେ ଯୁବକଙ୍କ କଟାମୁଣ୍ଡ ଜବତ ହୋଇଛି। ପିପିଲି-ଡେଲାଙ୍ଗ ରାସ୍ତାର ଓଡତରାବୋଇ ଛକରୁ କଟାମୁଣ୍ଡ ଜବତ ହୋଇଛି। ଏହାସହ ଅନ୍ୟ ସ୍ଥାନରୁ ଯୁବକଙ୍କର ମୃତଦେହ ଜବତ ହୋଇଛି। ଦୁବୃର୍ତ୍ତମାନେ ଯୁବକଙ୍କ ମୁଣ୍ଡ କାଟି ଦେଇଛନ୍ତି। ଏହାପରେ ମୁଣ୍ଡକୁ ରାସ୍ତା ଉପରେ ଫୋପାଡି ମୃତଦେହ ଅନ୍ୟ ସ୍ଥାନରେ ପକାଇ ଦେଇଛନ୍ତି। ମୃତକ ଜଣକ ଡେଲାଙ୍ଗ ଇନ୍ଦିପୁର ଅଞ୍ଚଳର ବୋଲି ଜଣାପଡିଛି। ପୁଲିସ ଏହି ଘଟଣାରେ ଜଣେ ଅଟୋ ଚାଳକକୁ ଅଟକ ରଖିଛି।

Leave A Reply