ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

0

ଢେଙ୍କାନାଳ : ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ଗୋବିନ୍ଦ ପୁର ଗ୍ରାମର ପ୍ରଦିପ ମଲ୍ଲିକ(୪୦)ଙ୍କୁ ଶନିବାର ରାତିରେ ଟାଙ୍ଗିଅା ରେ ହାଣି ହତ୍ୟା କରାଯାଇଛି । ହତ୍ୟାର କାରଣ ଜଣାପଡି ନାହିଁ। ପୁଲିସ୍ ସନ୍ଦେହରେ ତାଙ୍କ ଭାଇ ଦୀପକ ମଲ୍ଲିକଙ୍କୁ ଅଟକ ରଖି ପଚରା ଉଚରା କରୁଛି।

Leave A Reply