ଆଜିଠୁ ମୋଗଲସରାଏ ହେଲା ଦୀନଦୟାଲ ଜଙ୍ଗସନ୍‍

0

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଗଲସରାଏ ଜଙ୍ଗସନଙ୍କ ନାମ ଆଜିଠୁ ପରିବର୍ତ୍ତିତ ହୋଇ ଦୀନଦୟାଲ ଉପାଧ୍ୟାୟ ଜଙ୍ଗସନ ନାମରେ ନାମିତ ହୋଇଛି। କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋୟେଲ ଏହାର ଘୋଷଣା କରିବେ। ଏହି ପ୍ରରିପ୍ରେକ୍ଷିରେ ଆୟୋଜିତ ଅନୁଷ୍ଠାନରେ ବିଜେପି ଅଧ୍ୟକ୍ଷ ଅମୀତ ଶାହ ଓ ୟୁପି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ମଧ୍ୟ ଉପସ୍ଥିତ ରହିବେ।

Leave A Reply