ବାଲୁକା ଆନିମେସନ ମାଧ୍ୟମରେ ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା

ଭୁବନେଶ୍ବର : ଆଜି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ। ଏହି ଅବସରରେ ଆନ୍ତର୍ଜାତୀୟ ସ୍ତରରେ ବାଲୁକା କଳାରେ ଖ୍ୟାତି ଅର୍ଜନ କରିଥିବା କଳାକାର ମାନସ କୁମାର ସାହୁ ଧୋନିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମାନସ ମହେନ୍ଦ୍ର ସିଂ ଧୋନିଙ୍କର ଏକ ବାଲୁକା ଆନିମେଟେଡ୍ ଚିତ୍ର ସୃଷ୍ଟି କରିଛନ୍ତି ।  ତାଙ୍କ ବାଲୁକା ଆନିମେସନ୍ ମାଧ୍ୟମରେ ମହେନ୍ଦ୍ର ସିଂ ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

Comments are closed.