ମଧ୍ୟପ୍ରଦେଶରେ ବସ୍‌ ଓ ସ୍କୁଲ ଭ୍ୟାନ ମୁହାଁ ମୁହିଁ ଧକ୍କା, ୭ ଜଣ ଛୋଟପିଲାଙ୍କ ସହ ଡ୍ରାଇଭର ମୃତ

0

ଭୋପାଳ . – ମଧ୍ୟପ୍ରଦେଶର  ସାତନା ଜିଲାରେ ଏକ ସ୍କୁଲ ଭ୍ୟାନ ଓ ବସ୍‌ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ୭ ଜଣ ଛୋଟ ପିଲାଙ୍କ ସହ ଭ୍ୟାନ ଡ୍ରାଇଭରର ମୃତ୍ୟୁ ହୋଇଛି ।  ସତନା ଜିଲାର ବୀରସିଂହପୁରରେ ଥିବା ଲକି କନଭେଣ୍ଟ ବିଦ୍ୟାଳୟର ଏମାନେ ପାଠ ପଢୁଥିଲେ । ଏହି ଦୁର୍ଘଟଣାରେ ଆହୁରି ୮ ଜଣ ଆହତ ହୋଇଛନ୍ତି  ବୋଲି ସାତନାର ପୁଲିସ ଅଧୀକ୍ଷକ  ସନ୍ତୋଷ ସିଂ ଗୌର ସୂଚନା ଦେଇଛନ୍ତି ।

Leave A Reply