ନିରାପଦ ମାତୃତ୍ବକୁ ବଳବତ୍ତର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାତୃଦିବସ ଉପଲକ୍ଷେ ଏକ ବାର୍ତ୍ତାରେ ପ୍ରଦାନ କରି କହିଛନ୍ତି ଯେ ମା’ର ନିଃସର୍ତ୍ତ ସ୍ନେହ, ନିଃସ୍ୱାର୍ଥ ଓ ଅକ୍ଳାନ୍ତ ପରିଶ୍ରମ ଏବଂ ତ୍ୟାଗ ବଳରେ ଆମେ ସମସ୍ତେ ଆଜି ଛିଡ଼ା ହୋଇଛେ। ରାଜ୍ୟରେ ନିରାପଦ ମାତୃତ୍ୱକୁ ଉତ୍ସାହିତ କରିବା ସହ ମା’ମାନଙ୍କର ସାମଗ୍ରିକ ମଙ୍ଗଳ ନିମନ୍ତେ ଆମର ଆନ୍ତରିକ ଉଦ୍ୟମ ଓ ପ୍ରତିଜ୍ଞା ବଳବତ୍ତର ରଖିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି।

Comments are closed.