ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗ, ଥାନାରେ ଏତଲା

ମୋହନା: ସ୍ଥାନୀୟ ବ୍ଲକ ଅନ୍ତର୍ଗତ କରଚ଼ବାଡି ପଞ୍ଚାୟତ ଅଧିନ ରାଇସିଂ ଗ୍ରାମର ଜଣେ ନାବାଳକ ବୟସ (୧୭) ସେହି ଗ୍ରାମର ଜଣେ ଅବିବାହିତ ଯୁବତୀ (୨୩)କୁ ବିବାହ କରିବାର ପ୍ରତିଶୃତି ଦେଇ ସଂପର୍କ ରଖି ଆସୁଥିଲେ। ଏହି ଖବର ଗ୍ରାମରେ ପ୍ରଘଟିତ ହେବ। ପରେ ଏବଂ ଜନୈକ ନାବାଳକ ବିବାହ କରିବାକୁ ଅସମ୍ମତି ପ୍ରକାଶ କରିବା ଯୋଗୁଁ ଯୁବତୀ ଜଣକ ଥାନାର ଦ୍ଵାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ କେସନଂ-୧୭୮/୨୧ରେ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବା ଜଣାପଡିଛି।

Comments are closed.