ନବୀନଙ୍କୁ ମୋଦୀଙ୍କ ଅଭିନନ୍ଦନ

ନୂଆଦୀଲ୍ଲୀ .- ଭାରତରେ ଏନ୍‌ଡିଏ ପୁଣି ସ୍ପଷ୍ଟ ବହୁମତ ପାଇବାକୁ ଯାଉଥିବା ବେଳେ ଓଡିଶାରେ ବିଜୁ ଜନତାଦଳ ପୁଣି ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ଯାଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ‘ ଓଡିଶାରେ ପୁଣିଥରେ ବିଜୟ ପାଇଁ ନବୀନ ବାବୁଙ୍କୁ ଅଭିନନ୍ଦନ । ଆଗାମୀ ଶାସନକାଳ ପାଇଁ ତାଙ୍କୁ ଅଜସ୍ର ଶୁଭେଛା ।’ ବୋଲି ମୋଦୀ ଟ୍ୱିଟ କରିଛନ୍ତି ।

Comments are closed.