ବିଧାୟକ ବଦ୍ରି ପାତ୍ରଙ୍କୁ ଏୟାରଲିଫ୍ଟ

ଭୁବନେଶ୍ବର: ଗୁରୁତର ଅସୁସ୍ଥ ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ଏୟାର ଲିଫ୍ଟ। ଭୁବନେଶ୍ବରରୁ ହାଇଦ୍ରାବାଦକୁ କରାଗଲା ଏୟାରଲିଫ୍ଟ। ବାପା ବଦ୍ରି ପାତ୍ରଙ୍କୁ ଏୟାର ଲିଫ୍ଟ କରଯାଇଥିବା ନେଇ ପୁଅ ଦେବପ୍ରିୟ ପାତ୍ରଙ୍କ ସୂଚନା। ଗୁରୁତର ଅବସ୍ଥାରେ ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ।

Comments are closed.