ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ବଲାଙ୍ଗିର ଝିଅ ଶୁଭଶ୍ରୀ

ବଲାଙ୍ଗିର : ଫେମିନା ମିସ୍‌ ଇଣ୍ଡିଆ ତରଫରୁ ଅନୁଷ୍ଠିତ ହେବାକୁ ଥିବା ମିସ୍‌ ଇ‌ଣ୍ଡିଆ ପ୍ରତିଯୋଗିତାରେ ଓଡିଶାର ଟପ୍‌ ୫ ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ବଲାଙ୍ଗିରର ଝିଅ ଶୁଭଶ୍ରୀ ରାୟଗୁରୁ ମନୋନୀତ ହୋଇଛନ୍ତି । ସେ ବଲାଙ୍ଗିରର ସ୍ପେସିଆଲ ଜୁଡ଼ିସିଆଲ୍‌ ମାଜିଷ୍ଟ୍ରେଟ୍‌ ଶ୍ରୀ ରମେଶ ଚନ୍ଦ୍ର ରାୟଗୁରୁଙ୍କ କନ୍ୟା । ଓଡିଶାରୁ ପାଞ୍ଚ ଜଣଙ୍କ ମଧ୍ୟରୁ ମନୋନୀତ ହେବା ପରେ ସହରରେ ଖୁସିର ଲହରୀ ଖେଳିଯାଇଛି।

Comments are closed.