ଦୋକାନ ଭିତରେ ମିନିଟ୍ରକ, ୨ଆହତ

0

କଟକ : ବଙ୍ଗାଳିଆସାହିରେ ଦୋକାନ ଭିତରେ ମିନିଟ୍ରକ ପଶିଯିବାରୁ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ରହିଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଜାଇକା କାମରେ ନିୟୋଜିତ ମିନିଟ୍ରକ ଦୋକାନ ଭିତରକୁ ମାଡ଼ିଯିବାରୁ ଏପରି ଘଟଣା ଘଟିଥିବା ଜଣାପଡ଼ିଛି।

Leave A Reply