ଏସ୍‌ଏଫଜେର ୪୦ଟି ୱେବସାଇଟ୍ ନିଷିଦ୍ଧ

ନୂଆଦିଲ୍ଲୀ : ଖଲିସ୍ତାନ ସପକ୍ଷବାଦୀ ସଂଗଠନ ଶିଖ୍‌ ଫର ଜଷ୍ଟିସ (ଏସ୍‌ଏଫଜେ)ର ୪୦ଟି ୱେବସାଇଟ୍‌କୁ ସରକାର ନିଷିଦ୍ଧ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସୁପାରିସ କ୍ରମେ ଏସ୍‌ଏଫଜେର ୱେବସାଇଟଗୁଡିକୁ ନିଷିଦ୍ଧ କରାଯାଇଛି। ୟୁଏପିଏ ୧୯୬୭ ଅନୁଯାୟୀ ଏସଏଫଜେକୁ ଏକ ବେଆଇନ ସଂଗଠନ ବୋଲି ଘୋଷଣା କରାଯାଇଛି।

Comments are closed.