ଇଡିରେ ହାଜର ହେଲେ ମାଇକ୍ରୋ ଫାଇନାନ୍ସର ପୂର୍ବତନ ଏମଡି ଦୁର୍ଗାପ୍ରସାଦ ମିଶ୍ର

0

ଭୁବନେଶ୍ବର : ମାଇକ୍ରୋ ଫାଇନାନ୍ସର ପୂର୍ବତନ ପରିଚାଳନା ନିର୍ଦେଶକ ଦୁର୍ଗାପ୍ରସାଦ ମିଶ୍ର ସୋମବାର ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି । ବେଆଇନ ଅର୍ଥ କାରବାର ଅଭିଯୋଗରେ ତାଙ୍କୁ ପଚରାଉଚୁରା କରାଯାଇଥିବା ଜଣାପଡିଛି । ପୂର୍ବରୁ ସିବିଆଇ ଦ୍ବାରା ଗିରଫ ହୋଇ ସେ ଜାମିନରେ ଆସିଥିଲେ।

Leave A Reply