କିଙ୍ଗସ୍ ଏକାଦଶ ପଞ୍ଜାବକୁ ୪୮ ରନରେ ପରାସ୍ତ କଲା ମୁମ୍ବଇ ଇଣ୍ଡିଆନ୍ସ

ଆବୁଧାବି : ଆଇପିଏଲ -୨୦୨୦ରେ ଗୁରୁବାର ଖେଳାଯାଇଥିବା ମ୍ୟାଚରେ କିଙ୍ଗସ୍ ଏକାଦଶ ପଞ୍ଜାବକୁ ୪୮ରନରେ ପରାସ୍ତ କରିଛି ମୁମ୍ବଇ ଇଣ୍ଡିଆନ୍ସ।

ଟସ୍ ଜିତି କିଙ୍ଗସ୍ ଏକାଦଶ ପଞ୍ଜାବ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁମ୍ବଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି କିଙ୍ଗସ୍ ଏକାଦଶ ପଞ୍ଜାବ ପାଇଁ ୧୯୨ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଯାହାକୁ ପିଛା କରି ପଞ୍ଜାବ ୧୪୩ରନ କରିବାରେ ସମର୍ଥ ହୋଇଛି।

Comments are closed.