ଆସନ୍ତା ୮ରୁ ପାରାଦୀପରେ ଚାଲିବ ମେମୁ ଟ୍ରେନ୍

0

କଟକ: ବ୍ରହ୍ମପୁର-କଟକ ମେମୁ ଟ୍ରେନ୍ ପରାଦୀପ ପର୍ଯ୍ୟନ୍ତ ସଂପ୍ରସାରିତ ହେବ । ଆସନ୍ତା ଅକ୍ଟୋବର ୮ ତାରିଖରୁ ପାରାଦୀପ ଯାଏଁ ମେମୁ ଟ୍ରେନ୍ ଚାଲିବ ବୋଲି ସୂଚନା ମିଳିଛି । କଟକ-ପାରଦୀପ ପାସେଞ୍ଜର ଟ୍ରେନ୍ ବଦଳରେ ମେମୁ ଟ୍ରେନ୍ ଚାଲିବ । ଏନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ମିଳିଛି ।

Leave A Reply