ମୟୂରଭଞ୍ଜ ଜିଲା ବାରିପଦା ସହରର ୧୧ ନମ୍ବର ୱାର୍ଡରେ ଏକ ଗଛ ଭାଙ୍ଗି ଜଣେ ବ୍ୟକ୍ତିଙ୍କ ଘର ଉପରେ ପଡ଼ିଛି। ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି ଓଡ୍ରାଫ ଟିମ । ଏଥିରେ କାହାର କୌଣସି କ୍ଷତି ହୋଇନାହିଁ।

Comments are closed.