ମାସ୍କ ନପିନ୍ଧିଲେ ହଜାରେ ଟଙ୍କା ଜରିମାନା

ଗଂଜାମ : ମାସ୍କ ନପିନ୍ଧିଲେ ହଜାର ଟଙ୍କା ଜରିମାନା ଦେବାକୁ ହେବ। ଗଂଜାମ ଜିଲ୍ଲାପାଳ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ବାହାରକୁ ଯିବା ବେଳେ ମାସ୍କ ନପିନ୍ଧିଲେ ସହରାଞ୍ଚଳ ପାଇଁ ୧୦୦୦ ଟଙ୍କା ଓ ଗ୍ରାମାଞ୍ଚଳ ପାଇଁ ୫୦୦ ଟଙ୍କା ଜରିମାନା ଆଦାୟ ହେବ। ଦୋକାନରେ ଗହଳି ହେଲେ ଦୋକାନୀ ବିରୋଧରେ ରୁଜୁ ମାମଲା ହେବI

Comments are closed.