ଗୋଆରେ ‘ମଶାନ’ କଳାକାର ଶ୍ୱେତା ତ୍ରିପାଠିଙ୍କ ବିବାହ

0

ନୂଆଦିଲ୍ଲୀ : ଚଳଚ୍ଚିତ୍ର ‘ମଶାନ’ର କଳାକାର ଶ୍ୱେତା ତ୍ରିପାଠି ଗୋଆରେ ଅଭିନେତା ଚୈତନ୍ୟ ଶର୍ମା ଓରଫ ଶ୍ଲୋଚିତାଙ୍କ ସହ ବିବାହ କରିଛନ୍ତି। ଏହି ଦୁଇଜଣ ଗୋଆର ଏକ ରେଷ୍ଟୁରାଣ୍ଟରେ ପାରମ୍ପରିକ ରୀତିନୀତି ଅନୁସାରେ ବିବାହ କରିଛନ୍ତି। ଉଭୟ ନିଜର ସମ୍ପର୍କିୟଙ୍କ ଉପସ୍ଥିତିରେ ବିବାହ କରିଛନ୍ତି। ଏହି ନବବିବାହିତ ଦମ୍ପତ୍ତିଙ୍କ ମତରେ ଭଗବାନ ଆମକୁ ସବୁବେଳେ ଏକାଠି ରଖନ୍ତୁ ଏହା ପ୍ରଭୁଙ୍କ ନିକଟରେ ଆମର ପାର୍ଥନା। ଆମେ ଆମ ନିଜ ପରିବାରବର୍ଗକଙ୍କ ଉପସ୍ଥିତିରେ ଅଗ୍ନିକୁ ସାକ୍ଷି ରଖି ବିବାହ କରିଛୁ ଏହାଠାରୁ ବଳି ଆମପାଇ ଆଉ କିଛି ହୋଇନପାରେ।

Leave A Reply