ଉମରକୋଟରେ ମାଓ ପୋଷ୍ଟର

0

ଉମରକୋଟ : ଉମରକୋଟରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ମାଓ ପୋଷ୍ଟର ନବରଙ୍ଗପୁର ଚନ୍ଦାହାଣ୍ଡି-ଝରିଗାଁ ଘାଟିରେ ଲାଗିଛି। ଏହି ପୋଷ୍ଟର ସିପିଆଇ ମାଓବାଦୀଙ୍କ ପକ୍ଷରୁ ଲାଗିଛି। ପିଏଲଜି ସପ୍ତାହ ପାଳନ ସହ ଆଦିବାସୀଙ୍କ ଅଧିକାର ପାଇଁ ଆହ୍ବାନ ଦିଆଯାଇଛି। ଜଳ, ଜଙ୍ଗଲ ଓ ଜମି ବଞ୍ଚାଇବାକୁ ଆନ୍ଦୋଳନ ପାଇଁ ଏହି ପୋଷ୍ଟରରେ ଉଲ୍ଲେଖ କରାଯାଇଛି।

 

Leave A Reply