କଳାହାଣ୍ଡି ଜିଲାରେ ମାଓ ପୋଷ୍ଟର

0

ଭବାନୀପାଟଣା: କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଅନେକ ଛକ ମାନଙ୍କରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଲାଞ୍ଜିଗଡ ବ୍ଲକର କଥମଗୁଡା ଛକ, ଆମ୍ବଗୁଡା ଛକ, ତ୍ରିଲୋଚନପୁର ଛକରେ ବୁଧବାର ରାତିରେ ଅନେକ ମାଓ ପୋଷ୍ଟର ଦେଖିବାକୁ ମିଳିଥିଲା। ମାଓ ପୋଷ୍ଟର ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ଦେଖିବାକୁ ମିଳିଛି। ଦଳିତଙ୍କ ଉପରେ କେନ୍ଦ୍ର ସରକାରଙ୍କ ଶୋଷଣ ବନ୍ଦ କରିବା ଓ ସାଥିମାନଙ୍କୁ ମୁକ୍ତ କରିବାକୁ ଏହି ମାଓ ପୋଷ୍ଟର ମାନଙ୍କରେ ଆହ୍ୱାନ ଦିଆଯାଇଛି।

Leave A Reply