ବୌଦ୍ଧ-କନ୍ଧମାଳ ସୀମାନ୍ତ ଗୁଡ଼ଭେଲାରୁ କ୍ୟାଡର ମାଓବାଦୀ ଅଟକ

ବଲାଙ୍ଗୀର : ବୌଦ୍ଧ-କନ୍ଧମାଳ ସୀମାନ୍ତ ଗୁଡ଼ଭେଲାରୁ ଜଣେ କ୍ୟାଡର ମାଓବାଦୀ ଅଟକ ରଖାଯାଇଥିବା ସୋମବାର ଖବର ମିଳିଛି। ଖପ୍ରାପୋଲ ଯାଉଥିବା ସମୟରେ ବଲାଙ୍ଗୀର ପୁଲିସ ଦ୍ୱାରା କେକେବିଏନର ଏହି କ୍ୟାଡ଼ର ମାଓବାଦୀ ସହ ଅନ୍ୟ ଜଣେ ସହଯୋଗୀକୁ ମଧ୍ୟ ଅଟକ ରଖାଯାଇଛି। ଘଟଣା ନେଇ ଅଧିକ ତଥ୍ୟ ହସ୍ତଗତ ହୋଇପାରି ନାହିଁ। ତଦନ୍ତ ଜାରି ରଖାଯାଇଛି।

Comments are closed.