କ୍ୟାଡର ମାଓବାଦୀ ମୃତ; ବିପୁଳ ମାରଣାସ୍ତ୍ର ଜବତ – ଡିଜିପି

ବରଗଡ : ବରଗଡ ଜିଲା ପଦମପୁର ଭଞ୍ଜଗୁଣ୍ଡା ନିକଟ ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ପୁଲିସ – ମାଧବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ନେଇ ଶୁକ୍ରବାର ଖବର ମିଳିଛି। ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ କ୍ୟାଡର ମାଓବାଦୀ ମୃତ। ବିଭିନ୍ନ ମାରଣାସ୍ତ୍ର ସମେତ ଏକେ ୪୭ ଜବତ ହୋଇଥିବା ନେଇ ଡିଜିପି ସୂଚନା ଦେଇଛନ୍ତି। ଏସଓଜି ଓ ପୁଲିସର ମିଳିତ ଅପରେସନ ନେଇ ସୂଚନା ମିଳିଛି।

Comments are closed.