ମାଓ ଭୟରେ ଗାଁ ଛାଡିଲେ ୩୦ରୁ ଅଧିକ ଲୋକ

0

ମାଲକାନାଗିରି: ମାଓବାଦୀ ଭୟରେ ମାଲକାନାଗିରି ସ୍ଥାନୀ ବାସିନ୍ଦାଙ୍କୁ ନିଜ ଭିଟା ମାଟି ଛାଡିବାକୁ ପଡିଛି । ବିଚ୍ଛିନ୍ନା ଅଞ୍ଚଳରେ ମାଓବାଦୀଙ୍କ ଉପଦ୍ରବ ଦିନକୁ ଦିନ ବଢିବାରେ ଲାଗିଛି । ଫଳରେ ବାଧ୍ୟ ହୋଇ ସ୍ଥାନୀୟ ଅଞ୍ଚଳରେ ଲୋକେ ଗାଁ ଛାଡି ଅନ୍ୟ ସ୍ଥାନରେ ଆଶ୍ରୟ ନେଉଛନ୍ତି । ରବିବାର ତୁଳସୀ ଗାଁର ୩୦ରୁ ଅଧିକ ଜଣ ଘର ଛାଡି ପଳାଇଛନ୍ତି । ସେମାନେ ମାଥିଲି ଓ ଏହାର ଆଖପାଖ ଅଂଚଳରେ ଆଶ୍ରୟ ନେଇଥିବା ସୂଚନା ମିଳିଛି । ଯୁବକ ଓ ଯୁବତୀମାନେ ମାଓ ସଂଗଠନରେ ସାମିଲ ନହେବାରୁ ମାଓବାଦୀମାନେ ସେମାନଙ୍କୁ ନିସ୍ତୁକ ମାଡ ମରୁଥିବା ଅଭିଯୋଗ ହୋଇଛି ।

Leave A Reply