ସ୍କୁଲ ପାଚେରି କାନ୍ଥରେ ମାଓ ପୋଷ୍ଟର

0

ମାଲକାନଗିରି: ମାଲକାନଗିରି ଜିଲ୍ଲା ସାବେରୀ ଉଚ୍ଚ ବିଦ୍ୟାଳୟର ପାଚେରିରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ହିଂସା ମୁକ୍ତ ଓଡ଼ିଶା ପକ୍ଷରୁ ଏହି ପୋଷ୍ଟର ଲଗାଯାଇ ଥିବା ଜଣାପଡିଛି। ଆଦିବାସୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରାଇବା ବନ୍ଦ କରନ୍ତୁ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।

Leave A Reply