ଭୋଟ ବର୍ଜନ କରିବାକୁ ମାଓବାଦୀଙ୍କ ଆହ୍ୱାନ

0

କଳାହାଣ୍ଡି : ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ମାଓବାଦୀ ଆହ୍ୱାନ ଦେଇ କଳାହାଣ୍ଡି ଜିଲାର କେତେକ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି । କଳାହାଣ୍ଡି ଜିଲ୍ଲା ଏମ.ରାମପୁରର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ନଜରକୁ ଆସିଛି ।  ମାଓ ସଂଗଠନ କେକେବିଏନ ପକ୍ଷରୁ ଏହି ପୋଷ୍ଟର ଲାଗିଥିବା ଜଣାପଡିଛି ।

Leave A Reply