କନ୍ଧମାଳରେ ପୁଣି ମାଓ ପୋଷ୍ଟର

0

କନ୍ଧମାଳ : କନ୍ଧମାଳ ଜିଲା ବାଲିଗୁଡା ପରମପାଙ୍ଗା ସୁକିଙ୍ଗିଆ ଛକରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟର ସିପିଆଇ ମାଓବାଦୀ ବାଘୁନା ଡିଭିଜନ ପକ୍ଷରୁ ଲାଗିଥିବା ଜଣାପଡିଛି। ପୋଷ୍ଟର ଓ ବ୍ୟ୍ୟାନରେ ଭୋଟ ବର୍ଜନ କରିବାକୁ ମାଓବାଦୀମାନେ ଆହ୍ବାନ ଦେଇଛନ୍ତି।

Leave A Reply