ମାଓ କ୍ୟାମ୍ପ ଠାବ

0

ନୂଆପଡ଼ା : ବୋଡ଼େନ ଥାନା କାଟଫାର ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଥିବା ଜଣାପଡ଼ିଛି। ଏସଓଜି ଯବାନଙ୍କ କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଛି। କ୍ୟାମ୍ପରୁ ୫ଟି ଟିଫିନ ବୋମା ସହ ବହୁ ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି।

Leave A Reply