ଏନକାଉଣ୍ଟରରେ ୮ ମାଓବାଦୀ ନିହତ, ୨ ଯବାନ ସହିଦ

0

ମାଲକାନଗିରି : ଛତିଶଗଡ଼ରେ ଏକ ବଡ଼ ଧରଣର ଏନକାଉଣ୍ଟର ହୋଇଛି। ସୁକମା ଜିଲା ସାକଲିର ଜଙ୍ଗଲରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ସୂଚନା ଅନୁଯାୟୀ ପୁଲିସ ଗୁଳିରେ ୮ ମାଓବାଦୀ ନିହତ ହୋଇଥିବା ବେଳେ ୨ ଜଣ ଯବାନ ସହିଦ ହୋଇଛନ୍ତି। ଡ଼ିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ଼ର ୨ଯବାନ ସହିଦ ହୋଇଛନ୍ତି।

Leave A Reply