ଭୁଲବଶତଃ ଭିଆଇପି ଲନରେ ବସିଯାଇଥିଲୁ

0

ଭୁବନେଶ୍ୱର: ମଙ୍ଗଳବାର କାନାଡ଼ା ଓ ନେଦରଲାଣ୍ଡ୍‍ସ ମଧ୍ୟରେ ଅନ୍ତିମ କ୍ରସ ଓଭର ମ୍ୟାଚ ଖେଳାଯାଇଥିଲା। ଉକ୍ତ ମ୍ୟାଚକୁ ଭାରତୀୟ ଦଳ ଷ୍ଟାଡ଼ିୟମରେ ବସି ଦେଖିଥିଲେ। ଭାରତୀୟ ଖେଳାଳିମାନେ ଭିଆଇପି ଲନରେ ବସି ଖେଳ ଦେଖିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏ ନେଇ ହକି ଇଣ୍ଡିଆ ପକ୍ଷରୁ ଦଳର ଅଧିନାୟକ ମନପ୍ରୀତ ସିଂହଙ୍କ ସମେତ ଅନ୍ୟ ଖେଳାଳିମାନଙ୍କୁ ତାଗିଦ୍‍ କରାଯାଇଥିଲା। ବୁଧବାର ମନପ୍ରୀତ ଭୁଲବଶତଃ ଭିଆଇପି ଲନରେ ବସିଯାଇଥିଲୁ, ଏହା ଆମର ତ୍ରୁଟି ଥିଲା ବୋଲି ସେ କହିଛନ୍ତି।

Leave A Reply