ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କରୋନା

ନୂଆଦିଲ୍ଲୀ : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆ ସୋମବାର କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। ରବିବାର ଠାରୁ ତାଙ୍କର ଜ୍ବର ହେଉଥିବାବେଳେ ସେ ନିଜର କରୋନା ସ୍ବାବ ପରୀକ୍ଷା କରାଇଥିଲେ ଓ ଏହାର ରିପୋର୍ଟ ପଜିଟିଭ ଆସିଛି। ଜ୍ବର ଯୋଗୁଁ ସେ ସୋମବାର ବିଧାନସଭା ଅଧିବେଶନରେ ଯୋଗଦେଇ ନଥିଲେ। ସେ ଖୁବ୍‌ଶୀଘ୍ର ସୁସ୍ଥ ହେବା ନେଇ ଆଶା ବ୍ୟକ୍ତ କରିଛନ୍ତି।

Comments are closed.