ବଳାତ୍କାର ମାମଲାରେ ଯୁବକକୁ ମୃତ୍ୟୁ ଦଣ୍ଡାଦେଶ

0

ଇମ୍ଫାଲ : ଏକ ୪ବର୍ଷର ଶିଶୁକୁ ବଳାତ୍କାର ଓ ହତ୍ୟା ମାମଲାରେ ମଣିପୁରର ସ୍ୱତନ୍ତ୍ର ପକ୍‍ସୋ ଅଦାଲତ ୨୧ବର୍ଷର ଯୁବକକୁ ଦୋଷୀ ସାବ୍ୟସ୍ତ ପୂର୍ବକ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଦେଶ ସ୍ୱାଧୀନତା ପରେ ମଣିପୁରରେ ଏହି ମୃତ୍ୟୁ ଦଣ୍ଡାଦେଶ ପ୍ରଥମ ଘଟଣା। ସ୍ୱତନ୍ତ୍ର କୋର୍ଟ ବିଚାରପତି ନୌତୁନେଶ୍ୱରୀ ଦେବୀ ମଙ୍ଗଳବାର ଏହି ଦଣ୍ଡାଦେଶ ଘୋଷଣା କରିଛନ୍ତି। ୨୦୧୫ ଡିସେମ୍ବରରେ ଏହି ବଳାତ୍କାର ଓ ହତ୍ୟା ଘଟଣା ଘଟିଥିଲା।

Leave A Reply