ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ମାଲକାନଗିରି – କୁଡୁମୁଲୁଗୁମ୍ମାରେ ଗ୍ରାରେ ଥିବା ଏକ ଦେଶୀ ମଦ ଭାଟିରେ କାମ କରୁଥିବା ଯୁବକଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ସେ ବିହାରରୁ ଆସି ଗତ କାଲି ଏଠାରେ କାମରେ ଯୋଗ ଦେଇଥିଲେ । ତାଙ୍କ ବେକରେ ରଶି ଲାଗିଥିବାରୁ ହତ୍ୟା ନାଁ ଆତ୍ମହତ୍ୟା ପୋଲିସ ତାହାର ତଦନ୍ତ କରୁଛି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ସେ ବିଷୟରେ ଜଣା ପଡିବ ବୋଲି ପୋଲିସ କହିଛି ।

Comments are closed.