ରାସ୍ତା କାମକୁ ବିରୋଧ କରି ଜେସିବି ଜାଳିଲେ ମାଓବାଦୀ

0

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତରେ ପୁଣି ମାଓବାଦୀ ମାନେ ରାସ୍ତା କାମରେ ନିୟଜିତ ଏକ ଜେସିବି ମେସିନ୍‍ ଓ ଟାଟା ଏସି ବାହାନକୁ ପୋଡି ଜାଳି ଦେଇଛନ୍ତିା ସୁକୁମା ଜିଲ୍ଲା କୋଂଟା ଥାନା ଅନ୍ତର୍ଗତ ଏଡଲାପାଲ୍ଲୀ ଠାରେ ଚାଲୁଥିବା ରାସ୍ତା କାମ ଓ ଠିକା କ୍ୟାମ୍ପକୁ ବିରୋଧ କରି ପହଂଚିବା ସହ ଏଠାରେ ଥିବା ଜେସିବି ମେସିନ୍‍ ଜାଳିବା ସହ ଦେଶୁ ଗଲା ନାମକ ଏକ ବେପାରୀଙ୍କ ଟାଟା ଏସି ବାହାନକୁ ମଧ୍ୟ ନିଆ ଲଗାଇ ଜାଳି ଦେଇଛନ୍ତିା ତେବେ ଆଦିବାସୀଙ୍କ ଠାରୁ କମ୍‍ ମୁଲ୍ୟରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ଅଭିଯୋଗ ଭଳି କାର୍ଯ୍ୟ କରୁଥିବା ଜଣାପଡିଛିା ସେହିପରି ପୁଲିସ ପକ୍ଷରୁ ଦିଗାପୁର ଜିଲ୍ଲାରେ କୁମ୍ବିଂ ଅପରେସନ ଲାଣ୍ଡମାଇନ ଜବତ କରିଛନ୍ତିା

Leave A Reply