ନାବାଳକ ସହ ଅପ୍ରାକୃତିକ ଯୌନକ୍ରିୟା ଅଭିଯୋଗ

0

ମାଲକାନଗିରି : ମାଲକାନଗିରି ଜିଲା ମୋଟୁ ନିକଟରେ ଏକ ଅପ୍ରାକୃତିକ ଯୌନକ୍ରିୟା ଘଟଣାର ଅଭିଯୁକ୍ତ ଗିରଫ ହୋଇଛି। ଜଣେ ଯୁବକ ଅନ୍ୟ ଜଣେ ନାବାଳକ ଜଣକୁ ଗ୍ରାମ ନିକଟରେ ଥିବା ଏକ ପାହାଡ ନିକଟରେ ଦୁବ୍ୟବହାର କରିଥିଲେ। ପରେ ନାବାଳକ ଜଣକୁ ଘଟଣା ସମ୍ପର୍କରରେ କାହାକୁ ନ କହିବାକୁ ଧମକ ଦେଇଥିଲେ। ଏହି ଘଟଣା ଘଟିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ଯାହାକୁ ମାଲକାନଗିରି ପୁଲିସ ବେଙ୍ଗେଲୁରୁରୁ ଗିରଫ କରିଛି। ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି।

Leave A Reply