ସ୍ୱାଭିମାନ ଅଞ୍ଚଳରେ ମାଓଙ୍କ ଧମକ , ମୋବାଇଲ ଧରିଲେ ମିଳିବ ମୃତ୍ୟୁ ଦଣ୍ଡ

ମାଲକାନଗିରି : ମାଲକାନଗିରି ଜିଲା ସ୍ୱାଭିମାନ ଅଞ୍ଚଳ ଅଣ୍ଡ୍ରାପାଲି ପଞ୍ଚାୟତ ଅରାପଦର ଗ୍ରାମବାସୀଙ୍କୁ ମାଓବାଦୀ ଧମକ ଦେଇଛନ୍ତି। ମୋବାଇଲ ବ୍ୟବହାର ନକରିବାକୁ ତାଗିଦ୍‍ କରି ପୋଷ୍ଟର ମାରିଥିବା ଗୁରୁବାର ଜଣାପଡ଼ିଛି। ବିନା ଅନୁମତିରେ ମୋବାଇଲ ଧରିଲେ ମୃତ୍ୟୁ ଦଣ୍ଡ ମିଳିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ମୃତ୍ୟୁଦଣ୍ଡ ଭୟରେ ସ୍ଥାନୀୟଲୋକେ ମୋବାଇଲ ବ୍ୟବହାର କରୁନଥିବା ସୂଚନା ମିଳିଛି।

Comments are closed.