ମାଲକାନଗିରି ଓକିଲ ସଂଘ ନିର୍ବାଚନ ଶେଷ

0

ମାଲକାନଗିରି : ମାଲକାନଗିରି ଜିଲା ଓକିଲ ସଂଘ ନିର୍ବାଚନ ଶେଷ ହୋଇଯାଇଛିା ମୋଟ ୮୭ ଜଣ ଓକିଲ ମତଦାନ କରିଥିବା ବେଳେ ସଭାପତି ଭାବେ ନୃସିଂହ ଚରଣ ମହାନ୍ତି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ଦୁର୍ଗା ପ୍ରସାଦ ତ୍ରିପାଠିଙ୍କ ଠାରୁ ମାତ୍ର ଗୋଟିଏ ଭୋଟରେ ଜୟଯୁକ୍ତ ହୋଇଛନ୍ତିା ଶ୍ରୀ ମହାନ୍ତି ୪୩ ଭୋଟ ପାଇଥିବା ବେଳେ ଶ୍ରୀ ତ୍ରିପାଠି ୪୨ଟି ଭୋଟ ପାଇଛନ୍ତିା ସେହିପରି ଉପସଭାପତି ଭାବେ ବିଜୟ ସରକାର, ସମ୍ପାଦକ ଭାବେ ଲମ୍ବୋଦର ତୁରୁକ ମନୋନୀତ ହୋଇଛନ୍ତିା ନିର୍ବାଚନ ଅଧିକାରୀ ଭାବେ ବିଜୟ କୁମାର ମହାନ୍ତି ନିର୍ବାଚନ ପରିଚାଳନା କରିଥିଲେ ଏବଂ ଦିପ୍ତିରଂଜନ ରଥ ଅତିରିକ୍ତ ନିର୍ୱାଚନ ଅଧିକାରୀ ଦାୟିତ୍ୱ ତୁଲାଇଥିଲୋ

Leave A Reply