ଲ୍ୟାଣ୍ଡମାଇନ ବିସ୍ଫୋରଣ ; ୨ଯବାନ ସହିଦ, ଜଣେ ଗୁରୁତର

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡରେ ୨ଟି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିବା ନେଇ ଗୁରୁବାର ଖବର ମିଳିଛି। ୨ଟି ପୃଥକ ବିସ୍ଫୋରଣରେ ୨ଯବାନ ସହିଦ ହେବା ସହ ଜଣେ ଗୁରୁତର ହୋଇଛନ୍ତି। ନାରାୟଣପୁର ଜିଲା ସୋନପୁର ଓ କୁକରାଜ ଅଞ୍ଚଳରେ ବିସ୍ଫୋରଣ ହୋଇଥିବା ଜଣାପଡିଛି। ମାଓ ଦମନ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ ନେଇ ସୂଚନା ମିଳିଛି। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

Comments
Loading...