ବଣ୍ଡାଘାଟିରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳିବନିମୟ : ମାଓ ସାମଗ୍ରୀ ଜବତ

ମାଲକାନଗିରି : ମାଲକାନଗିରି ଜିଲା ବଣ୍ଡାଘାଟିରେ ସୁରକ୍ଷାକର୍ମୀ ଓ  ମାଓବାଦୀ ମଧ୍ୟରେ ଗୁଳିବନିମୟ ଘଟିଛି। ଏସଓଜି ଓ ଡିଭିଏଫ ଯବାନଙ୍କ ମିଳିତ ଅପରେସନ ବେଳେ ଗୁଳି ବିନିମୟ ହୋଇଥିଲା। ଏହାପରେ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ଏ ନେଇ ମାଲକାଲଗିରି ଏସପି ସୂଚନା ଦେଇଛନ୍ତି।

Comments are closed.