ମହାରଥୀଙ୍କ ଜାମିନ୍ ଶୁଣାଣି ଆଜି

ଭୁବନେଶ୍ବର : ଫ୍ଲାଇଂ ସ୍କ୍ୱାଡ୍‌ ଉପରେ ରବିବାର ରାତିରେ ହୋଇଥିବା ଆକ୍ରମଣ ଘଟଣାରେ ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ପୁଲିସ ସୋମବାର ଗିରଫ କରି ସ୍ଥାନୀୟ ଅତିରିକ୍ତ ଜିଲା ଓ ଦୌରା ଜଜ୍ ତଥା ଅତିରିକ୍ତ ସ୍ବତନ୍ତ୍ର(ଭିଜିଲାନ୍ସ) ଜଜ୍ ଅରୁଣ କୁମାର ମଲ୍ଲିକଙ୍କ କୋର୍ଟରେ ହାଜର କରିଥିଲା। ଶ୍ରୀ ମହାରଥୀଙ୍କ ପକ୍ଷରୁ ଆବେଦନ ହୋଇଥିବା ଜାମିନ ଉପରେ ଆଜି(ବୁଧବାର) ଶୁଣାଣି ହେବ ବୋଲି ଜଣାପଡ଼ିଛି । ତେବେ ଏନେଇ ପିପିଲି ଥାନା ପୁଲିସକୁ ସବିଶେଷ ତଥ୍ୟ ଓ ସିଡି ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି।

Comments are closed.