ମହାନଦୀ ସେତୁରୁ ବସ ଖସିବା ଘଟଣାର ବିଭିନ୍ନ ଫଟୋ

କଟକ : ତାଳଚେରରୁ ଆସୁଥିବା ଜଗନ୍ନାଥ ନାମକ ଏକ ବସ କଟକ ମହାନଦୀ ପୋଲ ତଳକୁ ଖସିପଡିଥିବା ଘଟଣାରେ ବିଭିନ୍ନ ଫଟୋ ସାମ୍ନାକୁ ଆସିଛି। ଏହି ଘଟଣା ଘଟିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି।
ମହାନଦୀ ପୋଲରେ ଟ୍ରାଫିକ ଜାମ ହୋଇଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।ପୋଲ ଭାଙ୍ଗି ତଳକୁ ଖସିଲା ବସ
ବସ ଯାତ୍ରୀଙ୍କ ଅବସ୍ଥା ସଂକଟାପର୍ଣ୍ଣ
ଏସିବି ମେଡିକାଲରେ ଜନସମାଗମ
କାର୍ଯ୍ୟସ୍ଥଳରେ ଓଡରାଫ ଦଳ