ଟ୍ରାଇବୁନାଲରେ ମହାନଦୀ ଜଳ ବିବାଦ ମାମଲାର ପରବର୍ତ୍ତୀ ଶୁଣାଣି ଅପ୍ରେଲ ୧୮ରେ

ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ମାମଲାରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ତରଫରୁ ଦାଖଲ ଭିନ୍ନ ଭିନ୍ନ ଇସ୍ୟୁ ଡ୍ରାଫଟ ବଦଳରେ ଉଭୟ ରାଜ୍ୟ ବିବାଦୀୟ ପ୍ରସଙ୍ଗଗୁଡ଼ିକୁ ଏକାଠି କରି ଗୋଟିଏ ଇସ୍ୟୁ ଡ୍ରାଫଟ ଦାଖଲ କରିବାକୁ ବିଚାରପତି ଏ ଏମ ଖାଣ୍ଡିଲକରଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି।
ମାମଲାର ପରବର୍ତ୍ତୀ ଶୁଣାଣି ଅପ୍ରେଲ ୧୮ରେ ହେବ।

Comments
Loading...