ତୁରୁମୁଙ୍ଗାରେ କୋଭିଡ ନିୟମାବଳୀରେ ମା’ଙ୍କ ମେଲାଣି

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବଜାର କମିଟି ପକ୍ଷରୁ ଶ୍ୟାମାକାଳୀ ପୂଜା ସମ୍ପର୍ଣ୍ଣ ହୋଇଥିବା ବେଳେ ଗତ ସଂନ୍ଧ୍ୟାରେ ନିରାଡମ୍ବର ପରିବେଶ ମଧ୍ୟରେ ମା’ଙ୍କ ଭସାଣି କରାଯାଇଛି । କୋଭିଡ ନିୟମାବଳୀକୁ ମାନି କମିଟିର ସମସ୍ତ ସଦସ୍ୟ ବିନା ବାଣ ବାଜାରେ ମାସ୍କ ପରିଧାନ କରି ମେଢକୁ ନେଇ ବୈତରଣୀରେ ବିସର୍ଜନ କରିଛନ୍ତି । ଚଳିତ ବର୍ଷ କୌଣସି ମନୋରଞ୍ଜନ ଅଥବା ସାଂସ୍କୃତିକ କାର୍ୟ୍ୟକ୍ରମ ହେଉ ନଥିବାରୁ ମା’ଙ୍କର ସଅଳ ଭସାଣି କରାଯାଇଛି ।

 

Comments are closed.