ଉତ୍ତରପ୍ରଦେଶରେ ମଇ ୧୭ ଯାଏଁ ତାଲାବନ୍ଦ

ଲକ୍ଷେ୍ନø : ଉତ୍ତରପ୍ରଦେଶର ଗତ ୨ ଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ପାଇଛି। ତେଣୁ ସରକାର ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ମଇ ୧୭ ଯାଏଁ ତାଲାବନ୍ଦ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି।
ମୁଖ୍ୟସଚିବଙ୍କ ସୂଚନା ଅନୁଯାୟୀ ଏହି ନିୟମ କରୋନା କର୍ଫ୍ୟୁ ଭଳି। ତାଲାବନ୍ଦ ସମୟରେ କେବଳ ଜରୁରୀ ଓ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ କୌଣସି ପ୍ରକାର ବ୍ୟବସାୟିକ ଅନୁଷ୍ଠାନକୁ ଅନୁମତି ମିଳିବ ନାହିଁ।

Comments are closed.