ଲୁଟିଆକୁ ମାଡିବସି ପୁଲିସ ଜିମା ଦେଲେ ସ୍ଥାନୀୟ ଲୋକ

ଭୁବନେଶ୍ବର :  ଭୁବନେଶ୍ବର ଏମସ ହସପିଟାଲ କାଜୁଆଲଟି ଆଗରେ ରୋଗୀଙ୍କ ସମ୍ପର୍କୀୟ ଙ୍କ ମୋବାଇଲ ଫୋନ ଝାମ୍ଫି ନେଇ ଏକ ଲୁଟେରା ଚମ୍ପଟ ମାରୁଥିଲା। ତେବେ ଫେରାର ହୋଇଯିବା ବେଳେ ସ୍ଥାନୀୟ ଲୋକେ ମାଡି ପୁଲିସ ଜିମା ଦେଇଛନ୍ତି। ଲୁଟିଆର ଲୁନାକୁ ମଧ୍ୟ ଲୋକ ଜବତ କରିଛନ୍ତି।

Comments are closed.