ସାମ୍ବାଦିକଙ୍କ ଘରୁ ଚୋରି ଅଭିଯୋଗ

ସିମୁଳିଆ : ବାଲେଶ୍ବର ଜିଲା ସିମୁଳିଆ ଥାନା ବଙ୍ଗାଳପୁର ପଂଚାୟତର ଭଗିଆ ଗ୍ରାମର ଜଣେ ସାମ୍ବାଦିକଙ୍କ ଘରୁ କେହି ଦୁର୍ବୃତ୍ତ ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ନଗଦ ୫୦ହଜାର ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି କରି ନେଇଥିବା ଜଣାପଡ଼ିଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Comments are closed.