ତ୍ରିନାଥ ମନ୍ଦିରରୁ ଚୋରି

ବ୍ରହ୍ମପୁର : ଲାଞ୍ଜିପଲ୍ଲୀ ଶ୍ରୀକୃଷ୍ଣ ନଗର ପଞ୍ଚମ ଲାଇନ ନୁଆଁ ବନ୍ଧ ହୁଡାରେ ଥିବା ତ୍ରିନାଥ ମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଛି । ମନ୍ଦିରର ମୁଖ୍ୟ ଗେଟ ତାଲା ଭାଙ୍ଗି ହୁଣ୍ଡି ଭାଙ୍ଗି ପ୍ରାୟ ୧୫ରୁ ୨୦ହଜାର ଟଙ୍କା ଚୋରି ହୋଇଛି । ଆଜି ସକାଳୁ ମନ୍ଦିର ପୂଜକ ଏମ. ଲକ୍ଷ୍ମଣ ତାରିଲୁ ପୂଜା ଅର୍ଚନା ଲାଗି ଆସି ଏହି ଦୃଶ୍ୟ ଦେଖି ସ୍ଥାନୀୟ ଅଧିବାସୀଙ୍କୁ ଜଣାଇବା ସହ ପୁଲିସକୁ ଜଣାଇଥିଲେ ।

Comments are closed.