ପୁଲିସ ହାତରେ ଧରାପଡିଲେ ୩ ହାଇୱେ ଲୁଟେରା

0

ଭୁବନେଶ୍ବର : ପୁଲିସ ହାତରେ ୩ ହାଇୱେ ଲୁଟେରା ଧରାପଡିଛନ୍ତି। ବୁଧବାର ବିଳମ୍ବିତ ରାତିରେ ସେମାନେ ପଳାଶୁଣି ନିକଟରେ ଲୁଟ ଯୋଜନା କରୁଥିବା ବେଳେ ଧରାପଡିଥିବା ଜଣାପଡିଛି। ଲୁଟେରାମାନଙ୍କୁ ମଞ୍ଚେଶ୍ବର ପୁଲିସ ଅଟକ ରଖି ଥାନାରେ ପଚରାଉଚରା କରୁଛି।

 

Leave A Reply