୩ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

0

ଖୋର୍ଦ୍ଧା : ତୋଟାପଡା ଛକରୁ ଦୁର୍ବୃତ୍ତମାନେ ୩ ଲକ୍ଷ ଟଙ୍କା ଛଡାଇ ନେଇଛନ୍ତି। ଦୁର୍ବୃତ୍ତମାନେ ପଲସର ଗାଡିରେ ଆସି ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଠାରୁ ଟଙ୍କା ଛଡାଇ ନେଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ସରକାରୀ କର୍ମଚାରୀ ଜଣକ ବ୍ୟାଙ୍କରୁ ଅବସର ବାବଦ ଟଙ୍କା ନେଇ ଫେରୁଥିଲେ। ସେହି ସମୟରେ ୩ଜଣ ଦୁର୍ବୃତ୍ତ ଗାଡିରେ ଆସି ତାଙ୍କ ଠାରୁ ଟଙ୍କା ଛଡାଇ ନେଇଥିଲେ। ଏ ନେଇ ଖୋର୍ଦ୍ଧା ଟାଉନ ଥାନରେ ଅଭିଯୋଗ କରାଯାଇଛି।

Leave A Reply